ଆଗାମୀ ଆଇପିଏଲ ସିଜନ (ଆଇପିଏଲ 2023) ପାଇଁ ଡିସେମ୍ବର 23ରେ ଆୟୋଜିତ ହେବ ଆଇପିଏଲ ମିନି ଅକ୍ସନ (ଆଇପିଏଲ ଅକ୍ସନ 2023) । ଏହା ପୂର୍ବରୁ ଆଜି ଶେଷ ହୋଇଛି ଦଳରେ ଖେଳାଳିଙ୍କୁ ରଖିବା ଓ ଛାଡିବା ପ୍ରକ୍ରିୟା । ତେବେ ସମସ୍ତ 10 ଫ୍ରାଞ୍ଚାଇଜ୍ ଆଜି ସେମାନଙ୍କର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି ।