Browsing Category

ଓଡ଼ିଶା

ହାତୀ ପାଇଁ ଏନ୍ଏଚ୍ ଜାମ୍, ଅଟକି ରହିଛି ଗାଡ଼ିମୋଟର

ଆଠଗଡ଼: କଟକ- ସମ୍ବଲପୁର ଏନ୍ଏଚ୍ ୫୫ କଡ଼ରେ ହାତୀପଲ । କୁଶପଙ୍ଗୀ-ଡିହସାହି ଏନ୍ଏଚ୍ ୫୫ କଡ଼ରେ ୨୨ ଟିକିଆ ହାତୀପଲ । ଡାଳିଯୋଡ଼ା ଓ ଖୁଣ୍ଟୁଣି ରେଞ୍ଜ୍ ବନ କର୍ମଚାରୀଙ୍କ ଘଉଡ଼ାଇବାକୁ ଉଦ୍ୟମ । ହାତୀପଲଙ୍କ ପାଇଁ ଭୟବିତ ଅବସ୍ଥାରେ ଲୋକେ, ରାସ୍ତାରେ ଯିବାଆସିବା ନେଇ ମଧ୍ୟ ଅସୁବିଧାର ସମ୍ମୁଖୀନ…
Read More...

ବଢୁଛି କରୋନା ଦୈନିକ ସଂକ୍ରମଣ, ଡରାଉଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ ପୁଣି ବୃଦ୍ଧି ହେବାରେ ଲାଗିଛି । ଗତ କିଛି ଦିନ ଧରି ଦୈନିକ ମାମଲା 5 ଶହ ପାଖାପାଖି ରହୁଥିବା ବେଳେ ଗତ 2 ଦିନ ଧରି ଏହା 6 ଶହ ପରେ ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟା ରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି ।
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ, ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5T ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ,…
Read More...

2024 ରେ ରାଷ୍ଟ୍ରପତି ନିର୍ବାଚନ ଲଢିବ ଡୋନାଲ୍ଡ ଟ୍ରମ୍ପ

ୱାସିଙ୍ଗଟନ୍ ଡିସି : ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି (2024 ଆମେରିକାର ରାଷ୍ଟ୍ରପତି ନିର୍ବାଚନ) ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । 76 ବର୍ଷୀୟ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ 2024 ରାଷ୍ଟ୍ରପତି ନିର୍ବାଚନରେ ସେ ରିପବ୍ଲିକାନ୍ ପାର୍ଟିରୁ…
Read More...

ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବାବା ଧବଳେଶ୍ଵରଙ୍କ ଦର୍ଶନ, ଡଙ୍ଗାରେ ଯାଇ ଦର୍ଶନ କରିବେ ଭକ୍ତ

କଟକ: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବାବା ଧବଳେଶ୍ଵରଙ୍କ ଦର୍ଶନ । ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି। ଧବଳେଶ୍ଵର ପୀଠରେ ପୂଜକ ସମିତିସହ ପ୍ରଶାସନର ଆଲୋଚନା ପରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ଏ ନେଇ ସ୍ବାଇଁ ସୂଚନା…
Read More...

ହିମାଚଳ ପ୍ରଦେଶର ମଣ୍ଡି ନିକଟରେ ଭୂକମ୍ପ ଅନୁଭୂତ, ରିକ୍ଚର ସ୍କେଲରେ 4.1 ତୀବ୍ରତା ରେକର୍ଡ

ସିମଲା : ହିମାଚଳ ପ୍ରଦେଶର ମଣ୍ଡିରେ ଭୂ କମ୍ପ ଅନୁଭୂତ ହୋଇଛି । ମଣ୍ଡି ଠାରୁ 27 କିଲୋମିଟର ଦୂରରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ବୁଧବାର ଦିନ ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ରାତି ପ୍ରାୟ 9.32 ସମୟରେ ମଣ୍ଡିଠାରୁ କିଛି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ…
Read More...

ମୁଁ କୌଣସି କମ୍ପାନୀର ସିଇଓ ହେବାକୁ ଚାହୁଁ ନାହିଁ: ଏଲନ ମସ୍କ

ସାନଫ୍ରାନ୍ସିସକୋ: ଏଲନ ମସ୍କ କହିଛନ୍ତି ଯେ ସେ କୌଣସି କମ୍ପାନୀର ସିଇଓ ହେବାକୁ ଚାହାଁନ୍ତି ନାହିଁ, ଟେସ୍ଲା କିମ୍ବା ଟ୍ୱିଟର ହେଉ । ବୁଧବାର ଆମେରିକାରେ ଏକ ସାକ୍ଷାତକାରରେ ମସ୍କ ଏହି ମନ୍ତବ୍ୟ ଦେଇଛନ୍ତି। ଟେସ୍ଲାରେ ତାଙ୍କର ବିବାଦୀୟ ବେତନ କ୍ଷତିପୂରଣ ପ୍ୟାକେଜକୁ ଚ୍ୟାଲେଞ୍ଜ କରିଛନ୍ତି।…
Read More...